ଉହାନରେ ପହଞ୍ଚିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ
ବେଜିଂ – ଅନେକ ବାଦବିବାଦ ମଧ୍ୟରେ କରୋନା ଭାଇରସ୍ ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ଏକ ବିଶେଷଜ୍ଞ ଦଳ ଚୀନର ଉହାନ ସହରରେ ପହଞ୍ଚିଛି । ଉହାନରେ ପହଞ୍ଚିଥିବା ଡବ୍ଲ୍ୟୁଏଚ୍ଓ ଦଳରେ ୧୦ ଜଣ ବୈଜ୍ଞାନିକ ଅଛନ୍ତି । ଏହି ଦଳ ସେଠାରେ ପ୍ରଥମେ…