Browsing Tag

Virat Kohli

ଆଇସିସି ଦିନିକିଆ ମାନ୍ୟତା: କୋହଲି, ରୋହିତଙ୍କ ପ୍ରାଧାନ୍ୟ ଅବ୍ୟାହତ

ଦୁବାଇ - ଆଇସିସି ଦ୍ୱାରା ଜାରି ସଦ୍ୟତମ ଦିନିକିଆ ବ୍ୟାଟିଂ ତାଲିକର ପ୍ରଥମ ଦୁଇଟି ସ୍ଥାନରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରାଧାନ୍ୟ ଜାରି ରହିଛି । ଭାରତର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ…

ବାପା ହେଲେ କୋହଲି, କନ୍ୟା ସନ୍ତାନକୁ ଜନ୍ମଦେଲେ ଅନୁଷ୍କା

ମୁମ୍ବାଇ – ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବାପା ହୋଇଛନ୍ତି । ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଆଜି ବ୍ରିଚକାଣ୍ଡି ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର କୋହଲି ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ଘରକୁ ନୂଆ ଅତିଥିକୁ ସ୍ୱାଗତ ଜଣାଇ ଆମେ ବେଶ୍…

ଆଇସିସି ଦଶନ୍ଧି ପୁରସ୍କାର: କୋହଲି ଶ୍ରେଷ୍ଠ ଦିନିକିଆ ଖେଳାଳି, ଧୋନିଙ୍କୁ ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର

ଦୁବାଇ – ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ ଖେଳାଳି ବିବେଚିତ ହୋଇଛନ୍ତି । କୋହଲି ମଧ୍ୟ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି (ସବୁ ଫର୍ମାଟରେ) ଭାବେ ସାର ଗାରିଫିଲ୍ଡ ସୋବର୍ସ ପୁରସ୍କାର ଜିତିଛନ୍ତି । ଗତ ଏକ ଦଶନ୍ଧିରେ କୋହଲି ଏକମାତ୍ର ଖେଳାଳି ଯିଏ…

ଟିମ୍ ଇଣ୍ଡିଆ ଓ ଡିସେମ୍ବର ୧୯: ଏକ ଅଜବ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଓ ବିରାଟ କୋହଲିଙ୍କ ପାଇଁ  ‘ଡିସେମ୍ବର ୧୯’ ଏକ ଅଜବ ସଂଯୋଗ ପାଲଟିଛି । ଚାରି ବର୍ଷ ତଳେ ଏହି ନିର୍ଦ୍ଦିଷ୍ଟ ଦିନରେ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ନିଜ ଟେଷ୍ଟ ଇତିହାସରେ ସର୍ବାଧିକ ଟେଷ୍ଟ ସ୍କୋର କରିଥିଲା । ଏବେ ପୁଣି ଡିସେମ୍ବର ୧୯ରେ ଭାରତୀୟ ଦଳ ସର୍ବନିମ୍ନ…

ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

ଦୁବାଇ - ଗତ ଦଶ ବର୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଆଇସିସି ବିଭିନ୍ନ ବର୍ଗର ପୁରସ୍କାର ପାଇଁ ମନୋନୀତ ଖେଳାଳିଙ୍କ ତାଲିକା ଘୋଷଣା କରିଛି । ସବୁଠୁ ସମ୍ମାନଜନକ ‘ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି’ ବର୍ଗରେ ଆଇସିସି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଫ୍ ସ୍ପିନର ରବିଚନ୍ଦ୍ରନ…

କୋହଲିଙ୍କୁ ସେହେୱାଗଙ୍କ ସମର୍ଥନ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟୁର୍ଣ୍ଣାମେଣ୍ଟରୁ ପୁଣି ଖାଲି ହାତରେ ବିଦାୟ ନେବା ପରେ ଦଳର ଅଧିନାୟକ ବିରାଟ କୋହଲି ଚାରିଆଡୁ ସମାଲୋଚିତ ହୋଇଥିଲେ । ଏପରିକି ପୂର୍ବତନ ଓପନର ଗୌତମ ଗମ୍ଭୀର କୋହଲିଙ୍କୁ କଡ଼ା…