Browsing Tag

Rohit Sharma

ଆଇସିସି ଦିନିକିଆ ମାନ୍ୟତା: କୋହଲି, ରୋହିତଙ୍କ ପ୍ରାଧାନ୍ୟ ଅବ୍ୟାହତ

ଦୁବାଇ - ଆଇସିସି ଦ୍ୱାରା ଜାରି ସଦ୍ୟତମ ଦିନିକିଆ ବ୍ୟାଟିଂ ତାଲିକର ପ୍ରଥମ ଦୁଇଟି ସ୍ଥାନରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରାଧାନ୍ୟ ଜାରି ରହିଛି । ଭାରତର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ…

ଶେଷ ଦୁଇ ଟେଷ୍ଟ ପାଇଁ ରୋହିତ ଉପ ଅଧିନାୟକ ନିଯୁକ୍ତ

ନୂଆଦିଲ୍ଲୀ – ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ପାଇଁ ଚେତେଶ୍ୱର ପୂଜାରାଙ୍କ ସ୍ଥାନରେ ସିନିୟର ଓପନର ରୋହିତ ଶର୍ମା ଭାରତୀୟ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ରୋହିତ ପ୍ରଥମ ଥର ଟେଷ୍ଟ ଦଳର ଉପ ଅଧିନାୟକ ହୋଇଛନ୍ତି । ମେଲବୋର୍ଣ୍ଣ ଟେଷ୍ଟରେ ପୂଜାରାଙ୍କୁ ଏହି ଦାୟିତ୍ୱ…

ବୁଧବାର ଭାରତୀୟ ଦଳ ସହ ଯୋଗଦେବେ ରୋହିତ, ମେଲବୋର୍ଣ୍ଣକୁ ସ୍ଥାନାନ୍ତର ହୋଇପାରେ ତୃତୀୟ ଟେଷ୍ଟ

ନୂଆଦିଲ୍ଲୀ - ସିନିୟର ଓପନର ରୋହିତ ଶର୍ମା ବୁଧବାର ମେଲବୋର୍ଣ୍ଣରେ ଭାରତୀୟ ଦଳ ସହ ଯୋଗଦେବେ । ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ରୋହିତ ସମ୍ପ୍ରତି ସିଡନୀରେ କ୍ୱାରେଣ୍ଟାଇନରେ ଅଛନ୍ତି । ତାଙ୍କର ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ବୁଧବାର ଶେଷ ହେଉଛି । ରୋହିତ ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳିବେ…

ରୋହିତ ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ, କାଲି ଯିବେ ଅଷ୍ଟ୍ରେଲିଆ

ନୂୂଆଦିଲ୍ଲୀ - ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ବଡ଼ ଆଶ୍ବସ୍ତି ମିଳିଛି । ଟିମ୍ ଇଣ୍ଡିଆର ଷ୍ଟାର ଓପନର୍ ରୋହିତ ଶର୍ମା ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏର)ରେ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରୋହିତ ଶର୍ମା ଆସନ୍ତାକାଲି ଅଷ୍ଟ୍ରେଲିଆ ଯିବେ। ତେବେ ରୋହିତ ଶର୍ମା…

ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ଆଶା ବଢିଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ ନା ନାହିଁ ସେନେଇ ଲାଗି ରହିଥିବା ସସପେନ୍ସ ଦୂର ହେବାରେ ଲାଗିଛି । ଆଇପିଏଲ ପ୍ଲେ ଅଫରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ପଡିଆକୁ ଓହ୍ଲାଇବା ପରେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ଗସ୍ତରେ…