ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁରୀରେ ପୁଣି ଆରମ୍ଭ ହେଲା ଜମି ଅଧିଗ୍ରହଣ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁରୀରେ ପୁଣି ଆରମ୍ଭ ହୋଇଛି ଜମି ଅଧିଗ୍ରହଣ । ୭୫ ମିଟର ସୁରକ୍ଷା ବଳୟ ମଧ୍ୟରେ ଆସୁଥିବା ରାଧାବଲ୍ଲଭ ମଠର କିଛି ଅଂଶକୁ ଆଜି ସକାଳୁ ଭଙ୍ଗା ଯାଇଛି । ମଠର ୮ରୁ ୯ ମିଟର ଜାଗା ଅଧିଗ୍ରହଣ କରାଯାଉଛି । ଉପଜିଲ୍ଲାପାଳ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ…