Browsing Tag

Naveen Patnaik

ସଂସଦର ବଜେଟ ଅଧିବେଶନ : ଏମଏସପି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ଜିଏସଟି ଭଳି ପ୍ରସଙ୍ଗ ଉଠାଇବ ବିଜେଡି

ଭୁବନେଶ୍ୱର- ସଂସଦର ଆସନ୍ତା ବଜେଟ ଅଧିବେଶନରେ ଏମଏସପି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଜିଏସଟି ପ୍ରସଙ୍ଗ ଉଠାଇବ ବିଜେଡି । ଆଜି ବସିଥିବା ବିଜେଡି ସଂସଦୀୟ ଦଳର ବୈଠକରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି । ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୈଠକରେ ଅଧ୍ୟକ୍ଷତା…

ଟ୍ୱିଟରରେ ମୁଖ୍ୟମନ୍ତ୍ରୀଙ୍କ ଫଲୋଅର ସଂଖ୍ୟା ୩ ମିଲିଅନରେ ପଂହଚିଲା, ସ୍ନେହଶ୍ରଦ୍ଧା ପାଇଁ ଧନ୍ୟବାଦ ଦେଲେ ନବୀନ

ଭୁବନେଶ୍ୱର-ସୋସିଆଲ ମିଡିଆ ଟ୍ୱିଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଲୋଅର ସଂଖ୍ୟା ବୃଦ୍ଧି ପାଇଛି । ଦେଶର ଶ୍ରେଷ୍ଠ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଫଲୋଅର ସଂଖ୍ୟା ୩ ମିଲିଅନରେ ପଂହଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପ୍ରତି ଏହି ସ୍ନେହଶ୍ରଦ୍ଧା ପାଇଁ…

ରାଜ୍ୟରେ ଆଜିଠାରୁ କୋଭିଡ ଟିକାକରଣ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଆଜି ରାଜ୍ୟରେ କୋଭିଡ ଟିକାକରଣ ଆରମ୍ଭ ହେଉଛି । ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ । ଟିକାରରଣ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେବେ । ମୁଖ୍ୟମନ୍ତ୍ରୀ ଟିକାକରଣ କେନ୍ଦ୍ର ସହ ଯୋଡି ହେବେ । ଡାକ୍ତର ଓ…

ସେନା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ସେନା ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ଯବାନ ଓ ସେମାନଙ୍କର ପରିବାରଙ୍କୁ ବିନମ୍ର ସମ୍ମାନ ଜଣାଇଛନ୍ତି । ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ସହିଦଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାର୍ବଭୌମତ୍ୱ ଓ ଅଖଣ୍ଡତା ରକ୍ଷା ଲାଗି ସୈନ୍ୟଙ୍କ ଅଦମ୍ୟ…