Browsing Tag

Indian Army

ଭୂସ୍ଖଳନରେ ଜଣେ ଯବାନଙ୍କ ମୃତ୍ୟୁ, ଦୁଇ ଆହତ

ନୂଆଦିଲ୍ଲୀ - ଜାମ୍ମୁକାଶ୍ମୀରର କୁପୱାରା ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଭାରତୀୟ ସେନାବାହିନୀର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ନିୟନ୍ତ୍ରଣ ରେଖା (ଏଲଓସି) ନିକଟସ୍ଥ ତଙ୍ଗଧର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୂସ୍ଖଳନ ଘଟିବା ପରେ ସେଠାରେ ଥିବା ଏକ ସେନା…