Browsing Tag

DGP Abhay

ବ୍ରହ୍ମପୁରରେ ପୋଲିସ ଡିଜି ଅଭୟ, ଉଚ୍ଚସ୍ତରୀୟ ବୈଠକରେ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା

ବ୍ରହ୍ମପୁର – ଆଜି ବ୍ରହ୍ମପୁର ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଉ ଡିଜିପି ଅଭୟ ସ୍ଥାନୀୟ ଡିଆଇଜି କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଦକ୍ଷିଣାଚଂଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର…

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର- ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଡିଜିପି ଅଭୟ । ନୂଆବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ଓ ମଙ୍ଗଳମୟ ହେଉ ବୋଲି ଡିଜିପି ଅଭୟ ତାଙ୍କ ବାର୍ତାରେ କହିଛନ୍ତି । pic.twitter.com/a3vGdgNqpQ — DGP, Odisha (@DGPOdisha) January 1, 2021

କନଷ୍ଟେବଳ-ହାବିଲଦାର ପଦବୀରୁ ଏ.ଏସ.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ଡିଜିପିଙ୍କ ଅନୁମୋଦନ

ଭୁବନେଶ୍ୱର-କନଷ୍ଟେବଳ, ଲାନ୍ସ ନାଏକ, ହାବିଲଦାର ଓ ସିଆଇ ହାବିଲଦାର ପଦବୀରୁ ଏ.ଏସ.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ଅନୁମୋଦନ କରିଛନ୍ତି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ଅନୁସୂଚିତ ଜାତିର ୨୪୩ ପ୍ରାର୍ଥୀ ଅଛନ୍ତି । ଓଡିଶା…

ପରୀ ହତ୍ୟା ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା, କହିଲେ ତଦନ୍ତ ନେଇ ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି

ନୟାଗଡ- ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ ଉଠୁଥିବା ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ଡିିଜିପି ଅଭୟ । ସେ କହିଛନ୍ତି ଯେ,ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ ଲଗାଯାଉଛି । ଏସଆଇଟି ଟିମ୍ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ କରୁଛି । ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି…

ସ୍ୱାଭିମାନ ଅଂଚଳ ଗସ୍ତ କରି ମାଓବାଦୀ ଦମନ ରଣନୀତିର ସମୀକ୍ଷା କଲେ ପୋଲିସ ଡିଜି

ମାଲକାନଗିରି- ଆଜି ସ୍ୱାଭିମାନ ଅଂଚଳରେ ଥିବା ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ମାଓବାଦୀ ଦମନ ନେଇ ରଣନୀତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସେ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର.କେ ଶର୍ମା, ଡିଆଇଜି (ଏସଆଇଡବ୍ଲୁ) ଅନିରୁଦ୍ଧ ସିଂହ,ଏସପି ଋଷିକେଶ ଡି.…

ସ୍ୱାଭିମାନ ଅଂଚଳରେ ଏନକାଉଂଟର ନେଇ ଡିଜିପିଙ୍କ ସୂଚନା, ଦୁଇ ମାଓବାଦୀ ନିହତ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି- ସ୍ୱାଭିମାନ ଅଂଚଳରେ ମାଓ ଏନକାଉଂଟର ନେଇ ଡିଜିପି ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି । ପୋଲିସ ଏନକାଉଂଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।୨ ଜଣଙ୍କ ମଧରୁ ଜଣକର ପରିଚୟ ମିଳିଥିବା ଡିଜିପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ମିଳିଥିବା…

ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ହାଜର ହେଲେ ଡିଜିପି, ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ, ଡିସେମ୍ବର…

ଭୁବନେଶ୍ୱର- ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ଡିଜି ଅଭୟ ହାଇକୋର୍ଟରେ ହାଜର ହୋଇଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଡିଜିପି ଅଭୟ ହାଜର ହୋଇ ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିଛନ୍ତି । ଜଉମୁଦ ଲଫାଫାରେ ସତ୍ୟପାଠ ଦାଖଲ କରିଛନ୍ତି ଡିଜିପି । ମାମଲାର ପରବର୍ତୀ ଶୁଣାଣି…