କରୋନା ଅପଡେଟ୍: ଭାରତରେ ଆଉ ୧୧,୬୬୬ ନୂଆ ମାମଲା
ନୂଆଦିଲ୍ଲୀ - ଭାରତର କୋଭିଡ-୧୯ର ଆଉ ୧୧,୬୬୬ ମାମଲା ଚିହ୍ନଟ ହୋଇଛି । ଏଥିସହ ଦେଶରେ ମୋଟ ମାମଲା ୧ କୋଟି ୭ ଲକ୍ଷ ୧୧୯୩କୁ ବୃଦ୍ଧି ପାଇଛି । କରୋନାରୁ ଏବେ ସୁଦ୍ଧା ୧ କୋଟି ୩ ଲକ୍ଷ ୭୩ ହଜାର ୬୦୬ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ସୁସ୍ଥ ହାର ୯୬.୯୪ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ…