Browsing Tag

COVID-19 Vaccine

ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କଲା ମଡେର୍ଣ୍ଣା

ନ୍ୟୁୟର୍କ - ଆମେରିକୀୟ ଔଷଧ କମ୍ପାନୀ ମଡେର୍ଣ୍ଣା ଏବେ ୬ ରୁ ୧୨ ବର୍ଷ ପିଲାଙ୍କ ଉପରେ ନିଜ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କରିଛି । ଏଥିରେ ଆମେରିକା ଓ କାନାଡାର ୬ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସାମିଲ କରାଯିବ । ଏହା ପୂର୍ବରୁ ମଡେର୍ଣ୍ଣା ୧୨-୧୭ ବର୍ଷର ପିଲାଙ୍କ ଉପରେ ନିଜ ଟିକାର…

ରାଜ୍ୟରେ ପୁଣି ବଢିଲା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାଦାନ ଅବଧି

ଭୁବନେଶ୍ୱର- ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ନିରୋଧୀ ଟିକାଦାନ ଅବଧି ପୁଣି ବୃଦ୍ଧି କରାଯାଇଛି । ଏହିମାସ ୨୫ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ସବୁ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖିଛି…

ବାଂଲାଦେଶ, ଫିଲିପାଇନ୍ସରେ ‘କୋଭାକ୍ସିନ’ର ଟ୍ରାଏଲ ପାଇଁ ଆବେଦନ କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ - ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇବା ପରେ ଭାରତ ବାୟୋଟେକ ଏହାର କୋଭିଡ୍ ଟିକା ‘କୋଭାକ୍ସିନ’ର ପଡ଼ୋଶୀ ବାଂଲାଦେଶ ଓ ଫିଲିପାଇନ୍ସରେ ଟ୍ରାଏଲ ପାଇଁ ଆବେଦନ କରିଛି । ଭାରତ ବାୟୋଟେକ୍‌କୁ ଯଦି ବାଂଲାଦେଶ ଅନୁମତି ମିଳେ, ତେବେ ସେହି ଦେଶରେ ପ୍ରଥମ ଥର ଏକ କୋଭିଡ୍ ଟିକାର…

ଆସାମ: ନଷ୍ଟ ହୋଇଗଲା ୧୦୦୦ କୋଭିସିଲ୍ଡ ଟିକା

ଗୁଆହାଟୀ - ଆସାମ ଚାଚର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ରଖାଯାଇଥିବା ୧୦୦୦ କୋଭିସିଲ୍ଡି ଟିକା ନଷ୍ଟ ହୋଇଯାଇଛି । ସ୍ଥାନୀୟ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲ (ଏମ୍‌ଏମ୍‌ସିଏଚ୍‌)ରେ ଶୂନ ଡିଗ୍ରୀ ସେଲ୍‌ସିୟସରୁ କମ୍ ତାପମାତ୍ରାରେ ଟିକା ରଖାଯାଇଥିଲା । ଯାହା ଫଳରେ…

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଂଚିଲା 

ଭୁବନେଶ୍ୱର- ଭୁବନେଶ୍ୱରରେ ପହଂଚିଲା ଦ୍ୱିତୀୟ ଦଫା କୋଭିଡ ଟିକା । ସ୍ପାଇସଜେଟ୍ ବିମାନରେ ଆସି ଭୁବନେଶ୍ୱରରେ କୋରୋନା ଟିକା ପହଂଚିଲା ପରେ କଡା ସୁରକ୍ଷାରେ ଟିକା ଭଣ୍ଡାରକୁ ନିଆଯାଇଛି । ତିନି ଦିନ ପରେ ଏସବୁ ଟିକା ବିଭିନ୍ନ ଜିଲ୍ଲାକୁ ପଠାଯିବ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି । ଟିକା…

ଆଜି ଅପରାହ୍ନରେ ଓଡିଶା ଆସିବ ଦ୍ୱିତୀୟ ଦଫା ଟିକା

ଭୁବନେଶ୍ୱର-ଆଜି ଅପରାହ୍ନ ୪ଟା ୨୫ ମିନିଟରେ ଓଡିଶାରେ ଦ୍ୱିତୀୟ ଦଫା ଟିକା ପହଂଚିବ । ଆଜି ୩ ଲକ୍ଷ ୩୪ ହଜାର ୫ ଶହ ଡୋଜ୍ ପହଂଚିବ । ପ୍ରଥମ ପର୍ଯ୍ୟାୟରେ ଡାଟାବେସରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା । ଆଜି ଟିକାଦାନ ନେଇ କିଛି ସେସନସ୍ ହ୍ରାସ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ…