କରୋନା ଅପଡେଟ୍: ଚିହ୍ନଟ ହେଲେ ଆଉ ୨୩,୯୫୦ ନୂଆ ରୋଗୀ
ନୂଆଦିଲ୍ଲୀ – ଭାରତରେ ଗତକାଲି ଦୈନିକ ମାମଲା ୨୦ ହଜାର ତଳେ ରହିଥିଲା । ହେଲେ ଗତ ୨୪ ଘଣ୍ଟାରେ ଏଥିରେ ୨୨% ବୃଦ୍ଧି ଘଟିଛି । ଦେଶରେ ଆଉ ୨୩,୯୫୦ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୯,୫୫୬ ଥିଲା । ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୯୯ ହଜାରକୁ…