ଉପନିର୍ବାଚନ ଫଳାଫଳ ଅପଡେଟ୍
ନୂଆଦିଲ୍ଲୀ - ମଧ୍ୟପ୍ରଦେଶ ୨୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜେପି ୨୦ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୭ଟିରେ ଏବଂ ବାହୁଜନ ସମାଜ ପାର୍ଟି ଗୋଟିଏ ଆସନରେ ଆଗୁଆ ରହିଛି।
କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛି।
ଉତ୍ତରପ୍ରଦେଶ…