Browsing Tag

BJD

ଚାଷୀ ପ୍ରସଙ୍ଗରେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି : ବିଜେଡି

ଭୁବନେଶ୍ୱର- ଚାଷୀ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ୍ । ଧାନ ଉତ୍ପାଦନରେ ଓଡିଶା ଭାରତର ଅଗ୍ରଣୀ ରାଜ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି । ଚାଷୀଙ୍କ କଲ୍ୟାଣ ପାଇଁ…

ଅପରାଧ ଗିରଫ ନେଇ ବିଜେପି ନେତ୍ରୀ ଅବଗତ ନାହାନ୍ତି : ବିଜେଡି

ଭୁବନେଶ୍ୱର : ବିଜେପିର ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ବୋଧହୁଏ ଜାଣିନାହାନ୍ତି ଯେ , ମାହାଙ୍ଗା ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ମାନଙ୍କୁ ଅପରାଧ ଘଟିବାର ୪୮ଘଣ୍ଟା ମଧ୍ୟରେ ଗିରଫ କରାଯାଇ ସାରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ରହିଛି ଯିଏ କି ନିଜେ ଅସ୍ତ୍ର ଦ୍ଵାରା…

ଅପରାଧ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର : ବିଜେଡି ସରକାର ଅପରାଧିକ କାର୍ଯ୍ୟକଳାପ ଓ ଅପରାଧଙ୍କ ବିରୁଦ୍ଧରେ ସର୍ବଦା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଜାଣି ମଧ୍ୟ ରାଜ୍ୟ ବିଜେପି ନେତାମାନେ ଅପରାଧ ଘଟଣାକୁ ନେଇ ରାଜ୍ୟରେ ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଦେଓ…

ମାହାଙ୍ଗା ହତ୍ୟା ମାମଲାରେ ବିଜେଡିର ପ୍ରତିକ୍ରିୟା, ଆଇନ ତା ବାଟରେ ଯିବ, ଅଯଥା ରାଜନୀତି କରୁଛି ବିଜେପି

ଭୁବନେଶ୍ୱର- ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛି । ଓଡିଶା ସରକାର ହିଂସା ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇ ଆସିଛନ୍ତି । ଅଭିଯୋଗକାରୀମାନେ ଅନେକ ରାଜ୍ୟରେ ଶାସନ କରୁଛନ୍ତି । ସେଠାରେ କେତେ ହିଂସା ଘଟୁଛି, ତାହା ସମସ୍ତଙ୍କୁ ଜଣା ବୋଲି…

ସ୍ନେହାଙ୍ଗିନି ଛୁରିଆ ବିଜୁ ମହିଳା ଜନତା ଦଳର ସଭାପତି ଭାବରେ ନିଯୁକ୍ତ

ଭୁବନେଶ୍ବର: ଅତାବିରା ବିଧାୟକା ସ୍ନେହାଙ୍ଗିନି ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାପତି ଭାବରେ ନିଯୁକ୍ତ ଦିଆଯାଇଛି । ଦଳର ସୁପ୍ରମୋ ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।

ବିଜେଡି @୨୪ : ଗାନ୍ଧିଜୀଙ୍କ ସ୍ୱପ୍ନ, ସମ୍ବିଧାନ ସଭାର ପ୍ରସ୍ତାବ ଓ ନବୀନଙ୍କ ପଦକ୍ଷେପ

ଭାରତ ସ୍ୱାଧୀନତା ପାଇବାର ତିନି ମାସ ପରେ, ୧୯ ନଭେମ୍ବର୧୯୪୭ ଦିନ, ମହାତ୍ମା ଗାନ୍ଧୀ ଏକ ପତ୍ରରେ ସ୍ୱାଧୀନ ଭାରତର ଗଣତନ୍ତ୍ରରେ ରାଜନୈତିକ ଦଳ ଏବଂ ବିଶେଷ ଭାବେ କଂଗ୍ରେସ ଦଳ କିପରି ତିଷ୍ଠି ରହିପାରିବ ତାହା ବିଷୟରେ ଲେଖିଥିଲେ | ସେଥିରେ ସେ ଉଲ୍ଲେଖ କରିଥିଲେ ଯେ କେବଳ କ୍ଷମତା କୈନ୍ଦ୍ରିକ…