Odia

କରୋନା ମୃତ୍ୟୁ ଲୁଚାଇବା କଣ ଗୁଜରାଟ ମୋଡେଲ୍ : କେନ୍ଦ୍ରକୁ ଚିଦାମ୍ବରମଙ୍କ ସମାଲୋଚନା

ଭୁବନେଶ୍ବର: ଗୁଜରାଟ ମୋଡେଲ ବୋଲି ବିଜେପି ବିକାଶର ଅନେକ ଦ୍ବାହୀ ଦେଇ କ୍ଷମତାକୁ ଆସିଥିଲା । ହେଲେ ବର୍ତମାନ ଏହି ମୋଡେଲର ଅସଲ ରୂପ ପଦାରେ ପଡିଛି। ଏହି ମୋଡେଲର ତଥାକଥିତ ସମ୍ମାନ ରଖିବାକୁ ଯାଇ ଗୁଜରାଟ ସରକାର କରୋନା ମୃତ୍ୟୁକୁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି । ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍ ସୋମବାର ଏଭଳି ଟାର୍ଗେଟ କରିଛନ୍ତି କେନ୍ଦ୍ରକୁ ଗତ ୧୭ ତାରିଖରେ ଗୁଜରାଟରେ ଗୋଟିଏ ଦିନରେ ୭୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ…
Read More...

ରାଜ୍ୟରେ ୪ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ୪ ହଜାର ୪୪୫…

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଟପିଛି । ଗତ ୨୪ ଘଂଟାରେ ୪ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରୋନାର ଦ୍ୱିତୀୟ ଲହରରେ ଗୋଟିଏ ଦିନରେ ରାଜ୍ୟରେ…
Read More...

ଧାୱନ ଧମାକା: ପଞ୍ଜାବକୁ ୬ ୱିକେଟରେ ହରାଇଲା ଦିଲ୍ଲୀ

ମୁମ୍ବାଇ - ଓପନର ଶିଖର ଧାୱନଙ୍କ ଧମାକାଦାର ଇନିଂସ ସହାୟତାରେ ୱାଙ୍ଖେଡେରେ ରବିବାର ଖେଳାଯାଇଥିବା ଆଇପିଏଲର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଛି…
Read More...

କରୋନା ଆକ୍ରାନ୍ତ ଭାଇଙ୍କୁ ବେଡ୍ ଦେବା ପାଇଁ ଟ୍ବିଟ୍ କରି ସାହାଯ୍ୟ…

ନୂଆଦିଲ୍ଲୀ - ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଥିବା ବେଳେ ହସ୍ପିଟାଲରେ ରୋଗୀଙ୍କ ପାଇଁ ବେଡ୍ ଓ ଅକ୍ସିଜେନର ଅଭାବ ଚିନ୍ତା ବଢାଇ ଦେଇଛି ।…
Read More...

ଜେଇଇ ମେନ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ ବିଗୁଡୁଥିବା କରୋନା ସ୍ଥିତି ଦୃଷ୍ଟିରୁ ଜେଇଇ (ମେନ୍) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଚଳିତ ବର୍ଷ ଏପ୍ରିଲ ୨୭, ୨୮ ଏବଂ ୩୦ରେ ଅନୁଷ୍ଠିତ ହେବାର ଥିଲା ।…
Read More...

ଜାତୀୟ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ଘୋଷଣା କରିବାକୁ ଅପିଲ…
Read More...

ନେରେଡି ବ୍ୟାରେଜ ପ୍ରକଳ୍ପ ନିର୍ମାଣ ରେ ସହଯୋଗ ଅନୁରୋଧ କରି ନବୀନଙ୍କୁ…

ଭୁବନେଶ୍ୱର- ନେରେଡି ବ୍ୟାରେଜ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସହଯୋଗ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।…
Read More...

ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବା ମନା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ି ବା ମନା ହୋଇଛି । କୋଭିଡ ମୁକାବିଲା ପାଇଁ ଏହି ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ଜରୁରୀ କାମ ଥିଲେ ବିଭାଗୀୟ…
Read More...

ବୁର୍ଲାରେ ଆଉ ୨ କୋଭିଡ ହସପିଟାଲ ଯୋଜନା, ମୋଟ୍ ୪ଟି କୋଭିଡ ହସପିଟାଲରେ…

ସମ୍ବଲପୁର: କରୋନାର ଦ୍ବିତୀୟ ଲହର କଳ୍ପନା ବାହାରକୁ ଚାଲିଗଲାଣି । ଏହା ଭୟଙ୍କର ରୂପ ଧାରଣ କରିସାରିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରାଣମୁର୍ଛା ଉଦ୍ୟମ ଚଲାଇଛନ୍ତି ।…
Read More...

କୁମ୍ଭମେଳା ଫେରନ୍ତାଙ୍କ ଉପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନଜର

ଭୁବନେଶ୍ୱର- ରାଜ୍ୟରେ କୁମ୍ଭମେଳା ଫେରନ୍ତାଙ୍କ ଉପରେ ରଖାଯିବ ସ୍ୱତନ୍ତ୍ର ନଜର । ଉତ୍ତରାଖଣ୍ଡରେ ନାମ ପଂଜିକରଣ କରି ଯେଉଁମାନେ କୁମ୍ଭମେଳା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ, ସେମାନଙ୍କ ତାଲିକା…
Read More...

ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାର ଓଡିଶାର ଝିଲ୍ଲୀ ଦଳବେହେରାଙ୍କୁ…

ଭୁବନେଶ୍ୱର- ସିନିଅର ଏସିଆନ ଭାରୋତ୍ତୋଳନ ପ୍ରତିଯୋଗିତାରେ ୪୫ କିଲୋଗ୍ରାମ ବର୍ଗରେ ଓଡିଶାର ଝିଲ୍ଲୀ ଦଳବେହେରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୫୭ କିଲୋଗ୍ରାମ ଭାରୋତ୍ତୋଳନ କରି ପ୍ରଥମ…
Read More...

କୋରୋନା ଆକ୍ରାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ଚିକିତ୍ସା ଜେଲରେ କରିବା ପାଇଁ…

କଟକ- ଗ୍ୟାଙ୍ଗଷ୍ଟର ହାଇଦରର କୋରୋନା ଚିକିତ୍ସା ଜେଲରେ କରିବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କୁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । କଟକ ସିଡିଏମଓଙ୍କୁ ବି ଚିକିତ୍ସା ପରାମର୍ଶ…
Read More...

ଏମବିଏ ପଢୁଆ ଠକ ନାଁରେ ୧୫ରୁ ଅଧିକ ବ୍ୟାଙ୍କ୍ ଆକାଂଉଟ, ରହିଛି ୨୦…

ଭୁବନେଶ୍ୱର- ଗିରଫ ଏମବିଏ ପଢୁଆ ଠକ ତୃପ୍ତିରଂଜନର ରିମାଣ୍ଡର ଚତୁର୍ଥ ଦିନରେ ମିଳିଛି ଅନେକ ତଥ୍ୟ । ପାଠୁଆ ଠକର ଅନେକ ଗୁମର ସାମ୍ନାକୁ ଆସିଛି । ତୃପ୍ତିରଂଜନ ନାଁରେ ୧୫ରୁ ଅଧିକ ବ୍ୟାଙ୍କ…
Read More...

କରୋନା ପ୍ରକୋପ ଦୃଷ୍ଟିରୁ ପଶ୍ଚିମବଙ୍ଗରେ ସବୁ ନିର୍ବାଚନୀ ରାଲି ବାତିଲ…

ନୂୂଆଦିଲ୍ଲୀ - କରୋନା ଜନିତ ଭୟଙ୍କର ସ୍ଥିତି ଦୃଷ୍ଟିରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁ ଥିବା ତାଙ୍କର ସମସ୍ତ ନିର୍ବାଚନୀ ରାଲି ବାତିଲ କରିଛନ୍ତି। ସେ ଏକ ଟୁଇଟ୍…
Read More...

ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ

ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ପାଟଣାଗଡର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ ହୋଇଯାଇଛି । କିଡନୀ ରୋଗରେ ପୀଡିତ ଥିଲେ ବିବେକାନନ୍ଦ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ…
Read More...