ରୂପେଲି ପରଦାର ପ୍ରଥମ ଜେମସ ବଣ୍ଡ ଅଭିନେତା ସାର ସନ୍ କନେରୀଙ୍କ ୯୦ ବର୍ଷ ବୟସରେ ଦେହାନ୍ତ

ଲଣ୍ଡନ- ରୂପେଲି ପରଦାରେ ଜେମସ ବଣ୍ଡ୍ -୦୦୭ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ଅଭିନେତା ସାର୍ ସନ୍ କନେରୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ପ୍ରଥମ ଅଭିନେତା ଭାବେ ସାର୍ କନେରୀ ରୂପେଲି ପରଦାରେ ବ୍ରିଟିଶ କାଳ୍ପନିକ ସ୍ପାଏ…

ରାଜ୍ୟରେ ବଦଳିଲା ସ୍କୁଲ୍ ଖୋଲିବା ନିର୍ଦ୍ଦେଶ, ନଭେମ୍ବର ୧୫ ପରେ ସ୍କୁଲ୍ ଖୋଲିବା ନେଇ ନିଷ୍ପତି ନେବ ବିଦ୍ୟାଳୟ ଓ…

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ଅନଲକ୍ ୬.୦ ଗାଇଡଲାଇନ୍ସ ଜାରି କରାଯିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର –ଏସଆରସି ସ୍କୁଲ୍ ଖୋଲିବା ନେଇ ଏସଓପି ବଦଳାଇଥିବା ସୂଚନା ମିଳିଛି । ନଭେମ୍ବର ୧୫ ପରେ ସ୍କୁଲ୍ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇପାରିବ ବୋଲି କୁହାଯାଇଛି ।…

ରାଜ୍ୟରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୀତ ଅଧିବେଶନ ପରେ ଇ-ବିଧାନସଭା  କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ହୋଇଛି । ଏ ନେଇ ସମସ୍ତ ଭିତିଭୂମି କମ ସରିଛି । କେନ୍ଦ୍ର ସରକାରଙ୍କ…

ନଭେମ୍ବର ପହିଲା ପରିବର୍ତନ, ବଦଳିଯିବ ଅନେକ କିଛି

ନୂଆଦିଲ୍ଲୀ - ନଭେମ୍ବର ପହିଲାରୁ ସାରାଦେଶରେ କିଛି ନିୟମରେ ପରିବର୍ତନ ହେବାକୁ ଯାଉଛି । ଜନସାଧାରଣଙ୍କ ପାଇଁ କିଛି ଜିନିଷ ବଦଳିଯିବ । ନଭେମ୍ବର ୧ ତାରିଖ ରବିବାରଠାରୁ ରନ୍ଧନ ଗ୍ୟାସର ସିଲିଣ୍ଡରରୁ ଆରମ୍ଭ କରି ଟ୍ରେନ ଟାଇମଟେବୁଲ୍ ପର୍ଯ୍ୟନ୍ତ ସବୁ କିଛି ବଦଳିଯିବ । ୧. ଏଲପିଜି ଡେଲିଭରି…